ତୃପ୍ତି ଓ ତାଙ୍କ ବାପାଙ୍କ ନାମରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କଲେ ପ୍ରକୃତି ମିଶ୍ର

ଭୁବନେଶ୍ବର: କିିଛି ଦିନ ତଳେ ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କଠାରୁ ବିଚ୍‌ ରାସ୍ତାରେ ମାଡ଼ ଖାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ଏବେ ଭୁବନେଶ୍ବର କୋର୍ଟରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କରିିଛନ୍ତି। ଏ ନେଇ ପ୍ରକୃତିଙ୍କ ଓକିଲ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ‘ପ୍ରକୃତିଙ୍କ ପକ୍ଷରୁ ମାନହାନୀ ମକଦ୍ଦମା କରିବାକୁ ଆମେ କୋର୍ଟକୁ ବାହାରୁଛୁ। ପରେ କହିବେନି ‌ଯେ ଆମେ ଜଣାଇଲୁନି ବୋଲି’। ତେବେ … Continue reading ତୃପ୍ତି ଓ ତାଙ୍କ ବାପାଙ୍କ ନାମରେ ୫ କୋଟି ଟଙ୍କାର ମାନହାନି ମକଦ୍ଦମା କଲେ ପ୍ରକୃତି ମିଶ୍ର